Bluetooth ଚାଲୁ କରନ୍ତୁ

  • Face ID ଥିବା iPhoneରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବା ପାଇଁ ଉପର-ଡାହାଣ ଧାରରୁ ତଳକୁ ସ୍ୱାଇପ୍ କରନ୍ତୁ, ତା’ପରେ Bluetooth ଚାଲୁ କରିବା ପାଇଁ Bluetooth ବଟନ୍ରେ ଟାପ୍‌ କରନ୍ତୁ।

  • Touch ID ଥିବା iPhoneରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବାକୁ ତଳରୁ ଉପରକୁ ସ୍ୱାଇପ୍ କରନ୍ତୁ, ତା’ପରେ Bluetooth ଚାଲୁ କରିବା ପାଇଁ Bluetooth ବଟନ୍ରେ ଟାପ୍‌ କରନ୍ତୁ।

  • iPadରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବା ପାଇଁ ଉପର-ଡାହାଣ ଧାରରୁ ତଳକୁ ସ୍ୱାଇପ୍ କରନ୍ତୁ, ତା’ପରେ Bluetooth ଚାଲୁ କରିବା ପାଇଁ Bluetooth ବଟନ୍ରେ ଟାପ୍‌ କରନ୍ତୁ।

  • Macରେ: ମେନ୍ଯୁ ବାର୍‌ରେ କଣ୍ଟ୍ରୋଲ୍ ସେଣ୍ଟର୍ ମେନ୍ଯୁ ଉପରେ କ୍ଲିକ୍ କରନ୍ତୁ, ତା’ପରେ Bluetooth ଚାଲୁ କରିବା ପାଇଁ Bluetooth ବଟନ୍ ଉପରେ କ୍ଲିକ୍ କରନ୍ତୁ।